ଶାଶୁ’ଙ୍କୁ ୮ଥର ଛୁରୀ ଭୁସିଦେଇ ବିଷ ପିଇଲା ଜ୍ୱାଇଁ : ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ

ପୁରୀ: ସ୍ଥାନୀୟ ବାସେଳୀସାହି ଥାନା ଅନ୍ତର୍ଗତ କ୍ରିୟାଯୋଗ ଆଶ୍ରମ ନିକଟରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଆଶ୍ରମ ନିକଟ ବସ୍ତିରେ ଶାଶୁକୁ ଛୁରୀ ଭୁସି ହତ୍ୟା କରିଛି ଜ୍ୱାଇଁ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ବିଷଖାଇ ଦେଇଥିଲା। ଗୁରୁତର ଅଭିଯୁକ୍ତ ଜ୍ୱାଇଁଙ୍କୁ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତରିତ … Continue reading ଶାଶୁ’ଙ୍କୁ ୮ଥର ଛୁରୀ ଭୁସିଦେଇ ବିଷ ପିଇଲା ଜ୍ୱାଇଁ : ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ